ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ,
ଜିଲ୍ଲା- କୋରାପୁଟ
CLASS-IX (SCL, C-2,L-2)
ଜୀବ ବିଜ୍ଞାନ ( ଦ୍ୱିତୀୟ
ଅଧ୍ୟାୟ )
ଜୀବକୋଷ ଓ ଏହାର ସଂଗଠନ-2
_____________________
“ କୋଷର
ବିଭିନ୍ନ ଅଂଶ”
ଏହି ଭାଗରେ ଜାଣିବା
- କୋଷ ଝିଲ୍ଲୀର ଅବସ୍ଥିତି, ଗଠନ ଓ କାର୍ଯ୍ୟ
- କୋଷ ଭିତ୍ତିର ଅବସ୍ଥିତି, ଗଠନ ଓ କାର୍ଯ୍ୟ
- କୋଷ ଜୀବକର ଅବସ୍ଥିତି, ଗଠନ ଓ କାର୍ଯ୍ୟ
- ମାଇଟୋକଣ୍ଡ୍ରିଆର ଅବସ୍ଥିତି, ଗଠନ ଓ କାର୍ଯ୍ୟ
- ରସଧାନୀର ଅବସ୍ଥିତି, ଗଠନ ଓ କାର୍ଯ୍ୟ
କୋଷର ବିଭିନ୍ନ ଅଂଶ ପାଠଟିର ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କର I

No comments:
Post a Comment