Wednesday, June 21, 2023

om sir's unit convertor

Unit Converter

Unit Converter

Output Distance:

Tuesday, June 20, 2023

Om sir's age calculator

Age Calculator

Age Calculator

OM's Math Calculator

Math Calculator

Friday, July 10, 2020

NUTRITION-II ( ପୋଷଣ- II ), CLASS - X , ଆଲୋକଶ୍ଲେଷଣ


ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ, ଜିଲ୍ଲା- କୋରାପୁଟ
ଜୀବବିଜ୍ଞାନ  (ଦଶମ ଶ୍ରେଣୀ)
ପୋଷଣ -3 (ପ୍ରଥମ ଅଧ୍ୟାୟ , ଭାଗ-3)
ଆଲୋକଶ୍ଲେଷଣ

ଏହି ଭାଗରେ ରହିଛି


     ଆଲୋକଶ୍ଲେଷଣର ଭିଡିଓ ପାଇଁ ଏଠାରେ କ୍ଲିକ କରନ୍ତୁ 

     ଆଲୋକଶ୍ଲେଷଣ ଉପରେ ଟେଷ୍ଟ ଦେବା ପାଇଁ ଏଠାରେ କ୍ଲିକ କରନ୍ତୁ 


NUTRITION-III ( ପୋଷଣ- III ), CLASS- - X ( ଜୀବବିଜ୍ଞାନ )



ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ, ଜିଲ୍ଲା- କୋରାପୁଟ
ଜୀବବିଜ୍ଞାନ  (ଦଶମ ଶ୍ରେଣୀ)
ପୋଷଣ -3 (ପ୍ରଥମ ଅଧ୍ୟାୟ , ଭାଗ-3)




        
ଏହି ଭାଗରେ ରହିଛି 

  • ପାକତନ୍ତ୍ର କଣ 
  • ପାକନଳୀ  ଓ ପାକଗ୍ରନ୍ଥି 
  • ପାକନଳୀର ବିଭିନ୍ନ ଅଂଶ ଓ ସେମାନଙ୍କର କାର୍ଯ୍ୟ 
    1. ପାଟି ଓ ମୁଖ ଗହ୍ୱର 
    2. ଗ୍ରସନୀ ଓ ଗ୍ରାସନଳୀ
    3. ପାକସ୍ଥଳୀ 
    4. କ୍ଷୁଦ୍ରାନ୍ତ୍ର 
    5. ବୃହଦନ୍ତ୍ର 

  

 ଏହି ପାଠ ସମ୍ପର୍କରେ ଅଧିକା ଜାଣିବା ପାଇଁ   ଏଠାରେ କ୍ଲିକ କରନ୍ତୁ  

ଏହି ପାଠ ସମ୍ପର୍କରେ ଭିଡିଓ ଦେଖିବା ପାଇଁ  ଏଠାରେ କ୍ଲିକ କରନ୍ତ

 ଏହି ପାଠ ସମ୍ପର୍କିତ ଟେଷ୍ଟ ଦେବା ପାଇଁ     ଏଠାରେ କ୍ଲିକ କରନ୍ତୁ


Saturday, July 4, 2020

CLASS-IX ,ଜୀବକୋଷ ଓ ଏହାର ସଂଗଠନ (CELL) Part-2


ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ, ଜିଲ୍ଲା- କୋରାପୁଟ
CLASS-IX (SCL, C-2,L-2)
ଜୀବ ବିଜ୍ଞାନ ( ଦ୍ୱିତୀୟ ଅଧ୍ୟାୟ )
ଜୀବକୋଷ ଓ ଏହାର ସଂଗଠନ-2 
_____________________
‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌କୋଷର ବିଭିନ୍ନ ଅଂଶ

           ଏହି ଭାଗରେ ଜାଣିବା


  •     କୋଷ ଝିଲ୍ଲୀର ଅବସ୍ଥିତି, ଗଠନ ଓ କାର୍ଯ୍ୟ
  •    କୋଷ ଭିତ୍ତିର ଅବସ୍ଥିତି, ଗଠନ ଓ କାର୍ଯ୍ୟ
  •      କୋଷ ଜୀବକର ଅବସ୍ଥିତି, ଗଠନ ଓ କାର୍ଯ୍ୟ
  •         ମାଇଟୋକଣ୍ଡ୍ରିଆର ଅବସ୍ଥିତି, ଗଠନ ଓ କାର୍ଯ୍ୟ
  • ରସଧାନୀର ଅବସ୍ଥିତି, ଗଠନ ଓ କାର୍ଯ୍ୟ

କୋଷର ବିଭିନ୍ନ ଅଂଶ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କର I

କୋଷର ବିଭିନ୍ନ ଅଂଶ ପାଠଟିର ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କର I


CLASS-IX -ଜୈବ ବିବିଧତା-3 (BIODIVERSITY-3)


CLASS-IX (SCL, C-1,L-3)

ଜୀବ ବିଜ୍ଞାନ ( ପ୍ରଥମ ଅଧ୍ୟାୟ )
ଜୈବ ବିବିଧତା-3 (BIODIVERSITY-3)
_____________________
‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଉଦ୍ଭିଦଜଗତର ଶ୍ରେଣୀବିଭାଗ

ଏହି ଭାଗରେ ଜାଣିବା


 ଉଦ୍ଭିଦଜଗତ ଓ ଏହାର ଶ୍ରେଣୀବିଭାଗ

·    କୋଷର ଭିନ୍ନତା , ଶରୀର ଗଠନ ଜଳପରିବହନ ଓ ବୀଜଧାରଣ  କ୍ଷମତା ଅନୁଯାୟୀ ଉଦ୍ଭିଦ ଜଗତର ଶ୍ରେଣୀବିଭାଗ·    ଥାଲୋଫାଇଟା·    ବ୍ରାଇଓଫାଇଟା·    ଟେରିଡୋଫାଇଟା·    ଜିମନୋସ୍ପର୍ମ·    ଆଞ୍ଜିଓସ୍ପର୍ମ


ଉଦ୍ଭିଦଜଗତ ଓ ଏହାର ଶ୍ରେଣୀବିଭାଗ ବିଷୟରେ ଅଧିକା ଜାଣିବା ପାଇଁ ଏଠାରେ କ୍ଲିକ୍ କର




Friday, July 3, 2020

NUTRITION -ପୋଷଣ ( Part- I ) Class-X

ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ , ଜିଲ୍ଲା- କୋରାପୁଟ
CLASS-X (SCL, C-1,L-1)
ଜୀବ ବିଜ୍ଞାନ ପ୍ରଥମ ଅଧ୍ୟାୟ )
ପୋଷଣ-1 (Nutrition-1)
ଏହି ଭାଗରେ ରହିଛି 



  • ପୋଷଣ କଣ 
  • ଚୟାପଚୟ
  • ବିଭିନ୍ନ ପ୍ରକାରର ପୋଷକ

    1. ଶ୍ୱେତସାର 
    2. ସ୍ନେହସାର 
    3. ପୁଷ୍ଟିସାର
    4. ଜୀବସାର
    5. ଭିଟାମିନ 
    6. ଜଳ 
  • ସ୍ୱଭୋଜୀ
  • ପରଭୋଜୀ
    1. ପ୍ରାଣୀସମ ପୋଷଣ 
    2. ପରଜୀବୀୟ ପୋଷଣ 
    3. ମୃତୋପଜୀବୀୟ ପୋଷଣ
    4. ସହଜୀବୀୟ ପୋଷଣ
ପାଠଟିର ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କର I




Sunday, June 28, 2020

Respiration-ii ଶ୍ୱସନ ( ଭାଗ-II) ,CLASS-X- BSE ODISHA


ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ , ଜିଲ୍ଲା- କୋରାପୁଟ
CLASS-X (SCL, C-2,L-2)
ଜୀବ ବିଜ୍ଞାନ ( ଦ୍ୱିତୀୟ ଅଧ୍ୟାୟ )
ଶ୍ୱସନ-2 (Respiration-2)
_________________________________________________________________________________________________________________
ଏହି ଭାଗରେ ଜାଣିବା

  •       ଉଦ୍ଭିଦରେ ଶ୍ୱସନ

  •     ପ୍ରାଣୀ ମାନଙ୍କର ଶ୍ୱସନ

  • ·  ଜୈବିକ ଜାରଣ

  • ·  ମଣିଷର ଶ୍ୱାସତନ୍ତ୍ର



a)  ନାସାରନ୍ଧ୍ର
b) ନାସାପଥ
c)   ଗ୍ରସନୀ
 d) ଶ୍ଵାସନଳୀ
e) ଫୁସଫୁସ

         ଶ୍ୱସନ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କର
         ଶ୍ୱସନ ପାଠର ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କର 





Thursday, May 21, 2020


N95 ମାସ୍କ କହିଲେ କଣ ? ଏହାର ନାମ N95 କାହିଁକି ରଖାଯାଇଛି   

OMPRAKASH MISHRA

ଯେକୌଣସି ସଂକ୍ରାମକ ରୋଗର ସଂକ୍ରମଣ ରୋକିବା ନିମନ୍ତେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ l ମାସ୍କ ପିନ୍ଧିବାଦ୍ୱାରା କାଶ ଓ ଛିଙ୍କ ଦ୍ୱାରା କୌଣସିବି ରୋଗ ଜୀବାଣୁ ଆମ ଶରୀରର ମୁହଁ ବା ନାକ ଦ୍ୱାରା ଆମ ଶରୀର ମଧ୍ୟକୁ ପ୍ରବେଶ କରିପାରି ନଥାଏ l ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତି ,ରୋଗୀଙ୍କ ପରିବାରର ସଦସ୍ୟ ଓ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ନିମନ୍ତେ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ନିରପତ୍ତା ଊପକରଣ (PPE) I
ଆବଶ୍ୟକତା ଅନୁଯାୟୀ ମାସ୍କ ଅନେକ ପ୍ରକାରର ଥିଲେ ମଧ୍ୟ ଏଠାରେ ଦୁଇ ପ୍ରକାରର ମାସ୍କ ବିଷୟରେ ତଥ୍ୟ ଦିଆଯାଇଛି

1.      ସାଧାରଣ ଡିସପୋଜେବଲ ମାସ୍କ (Face Mask / Surgical Mask)

ଏହି ପ୍ରକାରର ମାସ୍କ ଗୁଡିକ ସାଧାରଣତଃ ପୁନଃବ୍ୟବହାରଯୋଗ୍ୟ ହୋଇନଥାଏ l ଏହା ମୁହଁରୁ ବା ନାକରୁ ଶ୍ୱାସକ୍ରିୟା ଦ୍ୱାରା ନିର୍ଗତ ବଡ ବଡ଼ କଣିକା ଗୁଡିକୁହିଁ ଶରୀର ମଧ୍ୟକୁ ଯିବାରେ ରୋକିଥାଏ l ବାୟୂ ରେ ରହିଥିବା ଛୋଟ ଛୋଟ ବା ସୂକ୍ଷ୍ମ କଣିକା ଗୁଡିକୁ ଏଭଳି ମାସ୍କ ଅଟକାଇପାରେ ନାହିଁ l ମୁଖ୍ୟତଃ କରୋନା ଭଳି ରୋଗର ସୂକ୍ଷ୍ମ ଭୁତାଣୁକୁ ଏଭଳି ମାସ୍କ ଆଦୌ ରୋକିପାରେ ନାହିଁ l ଏଭଳି ମାସ୍କ ଗୁଡିକ ସର୍ଜିକାଲ ମାସ୍କ ଭଳି ହୋଇଥାନ୍ତି ଓ କେତେକ ଏହାକୁ ଫେସ ମାସ୍କ ବୋଲି ମଧ୍ୟ କହିଥାନ୍ତି l ଏଗୁଡ଼ିକୁ ମାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଭାବେ ବ୍ୟବହାର କରାଯାଇପାରେ l


2.      N 95 ରେସ୍ପିରେଟର ମାସ୍କ 
କରୋନା ଭଳି ରୋଗର ସୂକ୍ଷ୍ମ ଭୁତାଣୁକୁ  ରୋକିବା ନିମନ୍ତେ ଏହି ଗ୍ରୁପର ମାସ୍କ ଗୁଡିକ ଅତ୍ୟନ୍ତ ଉପଯୋଗୀ l କାରଣ ଏହି N95 ମାସ୍କ ଗୁଡିକ ଆମର ନାକ ଓ ମୁହଁ କୁ ଚାରିପଟୁ ଦୃଢ଼ ଭାବେ ଘୋଡାଇ ରଖିଥାନ୍ତି l ଏଗୁଡିକ ତିନି ସ୍ତରୀୟ ଆବରଣ ଦ୍ୱାରା ପ୍ରସ୍ତୁତ ହୋଇଥିବାରୁ ବାୟୁମଣ୍ଡଳର ସୂକ୍ଷ୍ମ କଣିକାମାନଙ୍କ ମଧ୍ୟରୁ ପ୍ରାୟ ୯୫% କଣିକାକୁ ଅଟକାଇପାରନ୍ତି l ଏଥିପାଇଁ ଏମାନଙ୍କୁ  N95 ମାସ୍କ ନାମରେ ନାମିତ କରାଯାଇଛି ଏହି ମାସ୍କ ଗୁଡିକ ଭିନ୍ନ ଭିନ୍ନ ସାଇଜର ହୋଇଥାନ୍ତି l ପ୍ରକୃତରେ ଏହି ମାସ୍କର ବ୍ୟବହାର ସ୍ୱାସ୍ଥ୍ୟ କର୍ମୀଂକ ନିମନ୍ତେ ଅପରିହାର୍ଯ୍ୟ ହୋଇଥିବାରୁ ସାଧାରଣ ଲୋକ ଏହାର ବହୁଳ ବ୍ୟବହାର କରିବା ଉଚିତ ନୁହେଁ l ସାଧାରଣ ଲୋକେ କନାରେ ତିଆରି ତିନିସ୍ତରୀୟ ମାସ୍କ ବ୍ୟବହାର କଲେ N95 ମାସ୍କର ଅଭାବକୁ କିଛିମାତ୍ରାରେ ପ୍ରତିହତ କରାଯାଇ ପାରିବ ଭିନ୍ନ l ଭିନ୍ନ ପରିସ୍ଥିତି ଅନୁଯାୟୀ N95 ମାସ୍କକୁ ୮ ରୁ ୧୧ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ l ଅତି ଛୋଟ ପିଲାଙ୍କୁ ଡାକ୍ତରଙ୍କ ବିନା ପରାମର୍ଶରେ N95 ମାସ୍କ ଦିଆଯିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ସେମାନଙ୍କର ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ l ତେବେ ସମସ୍ତେ ଗୋଟିଏ କଥା ମନେରଖିବା ଉଚିତଯେ ମାସ୍କ ଯେଉଁ ପ୍ରକାରର ବା ଯେତେ ଦାମିକା ହେଲେମଧ୍ୟ ଅନ୍ୟର ବ୍ୟବହୃତ ମାସ୍କକୁ ବ୍ୟବହାର କରାଯାଏ ନାହିଁ l

ଧନ୍ୟବାଦ 

om sir's unit convertor

Unit Converter Unit Converter Input Distance: Input Unit: Millimeter Centimeter ...